Welcome to Social Welfare Association, Gamein - SWAG - An Expression of Attitude and Confidence

Monday, 21 August 2023

ସାମାଜିକ କଲ୍ୟାଣ ସଂଗଠନ, ଗମେଇଁର କାର୍ଯ୍ୟକାରୀ କମିଟି ଗଠନ

୨୦/୦୮/୨୦୨୩ ରବିବାର ଦିନ ସାମାଜିକ କଲ୍ୟାଣ ସଂଗଠନ, ଗମେଇଁ ର ତୃତୀୟ ମିଟିଂ ଅନୁଷ୍ଟିତ ହୋଇଯାଇଛି।  ମିଟିଂ ରେ ଆମ ସଂଗଠନ ର କାର୍ଯ୍ୟକାରୀ କମିଟି ଗଠନ ହୋଇଯାଇଛି।

 ସଭାପତି - ଲୋକନାଥ ମହାପାତ୍ର

 ଉପ ସଭାପତି - ବିଜୟ ସ୍ବାଇଁ

 କୋଷାଧ୍ୟକ୍ଷ - ମିଲନ ସାହୁ

 ସଂପାଦକ - ବବ୍ରୁବାହନ ସ୍ବାଇଁ

 କାର୍ଯ୍ୟକାରୀ ସଂଯୋଜକ -

ସନ୍ତୋଷ କୁମାର ସ୍ବାଇଁ, ଜନ୍ମେଜୟ ସ୍ବାଇଁ, ବିବେକାନନ୍ଦ ସାହୁ


 ସଂଯୋଜକ ମଣ୍ଡଳୀ- 

ଅନିରୁଧ ସ୍ଵାଇଁ, ଜଗନ୍ନାଥ ମହାପାତ୍ର, ଅନିରୁଧ ପ୍ରଧାନ, ନିରଞ୍ଜନ ମହାପାତ୍ର, ଆଦିକନ୍ଦ ସ୍ଵାଇଁ, ମନୋରଞ୍ଜନ ମହାପାତ୍ର


ଆଜିର ମିଟିଂ ରେ ଅନଲାଇନ-୧୫ଜଣ ଏବଂ

ଅଫଲାଇନ -୭ ଜଣ ଭାଇ ଯୋଗ ଦେଇଥିଲେ।


ବହୁତ କିଛି ଗ୍ରାମ ର ହିତ ଉପରେ ତଥା ଉନ୍ନତି ଉପରେ ମିଟିଂ ରେ ଆଲୋଚନା ହୋଇଅଛି। ଆମର ଆଗକୁ ଥିବା କୌଣସି  କାର୍ଯ୍ୟ  ସଂଗଠନର କାର୍ଯ୍ୟକାରୀ କମିଟି ଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଟିତ ହେବ ବୋଲି ଚୁଡାନ୍ତ ହୋଇଅଛି।


ଜୟ ବାବା ଫୁଲ ଭଣ୍ଡାରେଶ୍ୱର🙏

ଜୟ ମା ଗମେଇଁଶୁଣୀ 🙏

No comments:

Post a Comment

ସ୍ୱଚ୍ଛତା ହିଁ ସେବା : ଗାନ୍ଧୀଜୟନ୍ତୀ ଅବସରରେ ସାମାଜିକ କଲ୍ୟାଣ ସଂଗଠନ ଗମେଇଁ (SWAG) ର ସମାଜ ସେବା

ସ୍ୱଚ୍ଛତା ହିଁ ସେବା : ଗାନ୍ଧୀଜୟନ୍ତୀ ଅବସରରେ ସାମାଜିକ କଲ୍ୟାଣ ସଂଗଠନ ଗମେଇଁ (SWAG) ର ସମାଜ ସେବା ଗମେଇଁ  (୦୨/୧୦/୨୦୨୪): SWAG ସଂଗଠନର ସଦସ୍ୟମାନେ ଏକ ଅତ୍ୟନ୍ତ ...