୨୦/୦୮/୨୦୨୩ ରବିବାର ଦିନ ସାମାଜିକ କଲ୍ୟାଣ ସଂଗଠନ, ଗମେଇଁ ର ତୃତୀୟ ମିଟିଂ ଅନୁଷ୍ଟିତ ହୋଇଯାଇଛି। ମିଟିଂ ରେ ଆମ ସଂଗଠନ ର କାର୍ଯ୍ୟକାରୀ କମିଟି ଗଠନ ହୋଇଯାଇଛି।
ସଭାପତି - ଲୋକନାଥ ମହାପାତ୍ର
ଉପ ସଭାପତି - ବିଜୟ ସ୍ବାଇଁ
କୋଷାଧ୍ୟକ୍ଷ - ମିଲନ ସାହୁ
ସଂପାଦକ - ବବ୍ରୁବାହନ ସ୍ବାଇଁ
କାର୍ଯ୍ୟକାରୀ ସଂଯୋଜକ -
ସନ୍ତୋଷ କୁମାର ସ୍ବାଇଁ, ଜନ୍ମେଜୟ ସ୍ବାଇଁ, ବିବେକାନନ୍ଦ ସାହୁ
ସଂଯୋଜକ ମଣ୍ଡଳୀ-
ଅନିରୁଧ ସ୍ଵାଇଁ, ଜଗନ୍ନାଥ ମହାପାତ୍ର, ଅନିରୁଧ ପ୍ରଧାନ, ନିରଞ୍ଜନ ମହାପାତ୍ର, ଆଦିକନ୍ଦ ସ୍ଵାଇଁ, ମନୋରଞ୍ଜନ ମହାପାତ୍ର
ଆଜିର ମିଟିଂ ରେ ଅନଲାଇନ-୧୫ଜଣ ଏବଂ
ଅଫଲାଇନ -୭ ଜଣ ଭାଇ ଯୋଗ ଦେଇଥିଲେ।
ବହୁତ କିଛି ଗ୍ରାମ ର ହିତ ଉପରେ ତଥା ଉନ୍ନତି ଉପରେ ମିଟିଂ ରେ ଆଲୋଚନା ହୋଇଅଛି। ଆମର ଆଗକୁ ଥିବା କୌଣସି କାର୍ଯ୍ୟ ସଂଗଠନର କାର୍ଯ୍ୟକାରୀ କମିଟି ଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଟିତ ହେବ ବୋଲି ଚୁଡାନ୍ତ ହୋଇଅଛି।
ଜୟ ବାବା ଫୁଲ ଭଣ୍ଡାରେଶ୍ୱର🙏
ଜୟ ମା ଗମେଇଁଶୁଣୀ 🙏